-+91-9937148622 |

prerana_bgr@rediffmail.com |

  Tuesday 10th November 2026 |

| | | |

R.N.I. Regd No. ODIODI/2010/46693

Breaking News

ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ   (10-Nov-2026)       ||      *ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କୁ ଭେଟିଲେ ବୁଟିଆଗୁଡାର ଅଲେଖ ଭକ୍ତ, ମହିମା ମନ୍ଦିରର ଉନ୍ନତି ନେଇ ଆଲୋଚନା*   (10-Nov-2026)       ||      ମୁଡ଼ଶୁଣ୍ଢୀ ରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (10-Nov-2026)       ||      ସ୍ବାଧିନତା ସଂଗ୍ରାମୀ ଭାଗୀରଥୀ ପଟ୍ଟନାୟକ ଓ ଜମ୍ବୁବତୀ ଦେବୀଙ୍କ ଜନ୍ମ ଜୟନ୍ତୀ   (10-Nov-2026)       ||      କଂସଦରବାର,ସାଂସସ୍କୃତିକବିଚିତ୍ରାରେ ଦୁଲୁକିଲା ଭୀମପାହାଡ ମହୋତ୍ସବ   (10-Nov-2026)       ||      ଦିବ୍ୟାଙ୍ଗଙ୍କ ସହିତ ଦୀପାବଳି ପାଳନ କଲା ଟିଟିଲାଗଡ ବିକାଶ ସେନା   (09-Nov-2026)       ||      ମଲମୁଣ୍ଡା କ୍ଲଷ୍ଟରରେ ପଞ୍ଚମ ମାସିକ ବୈଠକ    (09-Nov-2026)       ||      ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂସଦୀୟ କାର୍ଯ୍ୟପ୍ରଣାଳୀ, ନେତୃତ୍ୱ ଓ ଦକ୍ଷତା ଵୃଦ୍ଧି ପାଇଁ ଏକ ଅଭିନଵ କାର୍ଯ୍ୟକ୍ରମ - ମଡେଲ ପାର୍ଲାମେଣ୍ଟ    (09-Nov-2026)       ||      ପାଟଣେଶ୍ୱରୀ ମନ୍ଦିର ପାରଂପାରିକ ରୀତିନୀତିରେ ସମ୍ପୁର୍ଣ୍ଣ ହେଲା କାଲିପୂଜା   (09-Nov-2026)       ||      ମାଣ୍ଡେଲ ଗ୍ରାମରେ କୁଲତା ସମାଜର ଜିଲ୍ଲା ଓ ଆଞ୍ଚଳିକ କମିଟିର ସମାବେଶ ଏବଂ ବନ୍ଧୁ ମିଳନ କାର୍ଯ୍ୟକ୍ରମ   (09-Nov-2026)       ||      *ବରୀ ବ୍ଲକ୍ କାର୍ଯ୍ୟାଳୟରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ: ୯୨ଟି ଅଭିଯୋଗ ପତ୍ର ମଧ୍ୟରୁ ୨୦ଟିର ତୁରନ୍ତ ସମାଧାନ*   (09-Nov-2026)       ||      ବିନିକା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୬୬ଟି ଦରଖାସ୍ତ ଗ୍ରହଣ   (09-Nov-2026)       ||      ଓଡିଶା ବିଜ୍ଞାନ ଏକାଡେମୀ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ, ଓଡିଶା ସରକାରଙ୍କ ଦ୍ଵାରା ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବ   (09-Nov-2026)       ||      କଳସ ଓ ମଶାଳଶୋଭାଯାତ୍ରାରୁ ଦ୍ୱାଦଶ ଭୀମପାହାଡ ମହୋତ୍ସବ ଆରମ୍ଭ   (09-Nov-2026)       ||      ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ସଞ୍ଜୟ କୁମାର ମେହେର ମନୋନୀତ   (09-Nov-2026)       ||      ମା’ ପାଟଖଣ୍ଡା ମନ୍ଦିର ପରିସରରେ ଦୀପଦାନ ଓ ଆଲୋକୀକରଣ ଉତ୍ସବ : ମା’ଙ୍କ ଆରାଧନାରେ ଆଲୋକମୟ ହେଲା ମନ୍ଦିର ପରିସର   (09-Nov-2026)       ||      *ଡାବୁଗାଁ ବ୍ଲକରେ ପୁଣି ଅପପୃଷ୍ଟିର ଶିକାର ହେଲେ ଚେରଚେଟିଆ ଗୁଡାର ୫ ବର୍ଷର ଅନାଥ ଝିଅ ପ୍ରତିମା ଭତ୍ରା*   (09-Nov-2026)       ||      ଦୀପାବଳୀରେ "ସମୃଦ୍ଧ ଭାରତ ସେବା ଫାଉଣ୍ଡେସନ"ର ଭିତ୍ତିପ୍ରସ୍ତର ସ୍ଥାପନ ପୂଜାର୍ଚ୍ଚନା ତଥା ବୃକ୍ଷ ରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ   (08-Nov-2026)       ||      ଗାନ୍ଧୀନଗରରେ କୁମାର ପୂର୍ଣ୍ଣିମାର ଭବ୍ୟ ଆୟୋଜନ   (08-Nov-2026)       ||      ପ୍ରଗତିବାଦୀ ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ ବଳଙ୍କ ୯୪ ତମ ଜନ୍ମ ଜୟନ୍ତୀ ସମାରୋହ   (08-Nov-2026)       ||     

HOME   ଜିଲ୍ଲା

ସାହିତ୍ୟୋତ୍ସବର ଚତୁର୍ଥ ଦିବସ: ସାହିତ୍ୟ ଏବଂ ଆଇନ ମଧ୍ୟରେ ଗଭୀର ସମ୍ପର୍କ ରହିଛି - ଜଷ୍ଟିସ୍ ଦୀପକ ମିଶ୍ର

10-Mar-2025



ନୂଆଦିଲ୍ଲୀ; ନୂଆଦିଲ୍ଲୀର ରବୀନ୍ଦ୍ର ଭବନ ପରିସରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ ଏସିଆର ସର୍ବବୃହତ ସାହିତ୍ୟ ମହୋତ୍ସବର ଚତୁର୍ଥ ଦିନରେ ୨୨ଟି କାର୍ଯ୍ୟକ୍ରମରେ ବିଭିନ୍ନ ଭାରତୀୟ ଭାଷାର ୧୪୦ରୁ ଅଧିକ ଲେଖକ ଅଂଶଗ୍ରହଣ କରିଥିଲେ। ପାଞ୍ଚଟି ବହୁଭାଷୀ କବି ସମ୍ମିଳନୀ , ଚାରିଟି ଗଳ୍ପ ସମ୍ମିଳନୀ ସହିତ ସ୍ୱାଧୀନତା ପୂର୍ବ ଭାରତୀୟ ସାହିତ୍ୟରେ 'ରାଷ୍ଟ୍ର'ର ଧାରଣା, କମିକ୍ସ ସାହିତ୍ୟ କି, ଭାରତୀୟ ସମାଜରେ ପରିବର୍ତ୍ତନର ପ୍ରତିଫଳନ ଭାବରେ ମଂଚ ନାଟକ, ସାଂସ୍କୃତିକ ରୂପରେ ବିଭିନ୍ନ ଭାଷାରେ ସାହିତ୍ୟ କୃତି ଅନୁବାଦ କରିବାରେ ଆହ୍ବାନ, ପ୍ରବାସୀ ସାହିତ୍ୟରେ ମାତୃଭୂମି ଇତ୍ୟାଦି

ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଥିଲା।
ଆଜିର ଗୁରୁତ୍ୱପୂର୍ଣ୍ଣ ଆଲୋଚନାଚକ୍ର "ସାହିତ୍ୟ ଏବଂ ସାମାଜିକ ନ୍ୟାୟ" ରେ ଅଧ୍ୟକ୍ଷତା କରିଥିଲେ ଭାରତର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର। ଏହି ଆଲୋଚନାରେ ଏ.ପି. ମାହେଶ୍ୱରୀ, ମୁକୁଲ କୁମାର ଏବଂ ଅଶ୍ୱିନୀ କୁମାର ଅଂଶଗ୍ରହଣ କରିଥିଲେ। ସଭାପତିତ୍ୱ ଭାଷଣରେ ଜଷ୍ଟିସ୍ ଦୀପକ ମିଶ୍ର କହିଥିଲେ ଯେ ସାହିତ୍ୟ ଏବଂ ଆଇନ ପରସ୍ପର ସହିତ ଗଭୀର ଭାବରେ ଜଡିତ। ସାମାଜିକ ନ୍ୟାୟ ସହିତ ସାହିତ୍ୟର ଏକ ସୁଖଦ, ମର୍ଯ୍ୟାଦାପୂର୍ଣ୍ଣ ଏବଂ ପ୍ରଭାବଶାଳୀ ସମ୍ପର୍କ ରହିଛି। ସାହିତ୍ୟର ଅନେକ ବିଭାଗ ଥିବା ପରି ସାମାଜିକ ନ୍ୟାୟର ଧାରଣାରେ ସମାନତା, ସହାନୁଭୂତି, ପାରସ୍ପରିକ ସମ୍ମାନ, ସମୋବଶୀ ଭାବ, ମାନବବାଦ ଏବଂ ମାନବାଧିକାରର ମୂଲ୍ୟ ଇତ୍ୟାଦି ଅନେକ ଦିଗ ଅନ୍ତର୍ଭୁକ୍ତ। ସେ  ରୋସ୍କୋ ପାଉଣ୍ଡଙ୍କ କଥା ଉଦ୍ଧୃତ କରି କହିଥିଲେ ଯେ ଆଇନ ସ୍ଥିର ହେବା ଉଚିତ କିନ୍ତୁ ସ୍ଥିର ରହିବା ଉଚିତ୍ ନୁହେଁ। ସେହିପରି, ସାହିତ୍ୟକୁ କୌଣସି ପ୍ରକାରର କାଳକ୍ରମରେ ଆବଦ୍ଧ କରାଯିବା ଉଚିତ୍ ନୁହେଁ। ସେ କହିଥିଲେ ଯେ ସମାଜରେ ନ୍ୟାୟ ପ୍ରତିଷ୍ଠା କେବଳ କୋର୍ଟ ମଧ୍ୟରେ ସୀମିତ ହେବା ଉଚିତ୍ ନୁହେଁ, ବରଂ ସାହିତ୍ୟ ମାଧ୍ୟମରେ ସମାଜର ପ୍ରତ୍ୟେକ ବର୍ଗର ସ୍ୱରକୁ ପ୍ରମୁଖ ଭାବରେ ଉପସ୍ଥାପନ କରିବା ମଧ୍ୟ ଆବଶ୍ୟକ। ନ୍ୟାୟର ପରିଭାଷା ସେତେବେଳେ ଅର୍ଥପୂର୍ଣ୍ଣ ହେବ ଯେତେବେଳେ ସମାଜର ଶେଷ ବ୍ୟକ୍ତି ମଧ୍ୟ ତାଙ୍କ ଅଧିକାର ପାଇବ।  ସାହିତ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ।
ଆଜି ଆରମ୍ଭ ହୋଇଥିବ ଅନ୍ୟ ଏକ ସଂପାନର ଶୀର୍ଷକ  `ଭାରତୀୟ ସାହିତ୍ୟିକ ପରମ୍ପରା: ଐତିହ୍ୟ ଏବଂ ବିକାଶ’। ଏଥିରେ ପ୍ରସିଦ୍ଧ ବଙ୍ଗଳା ବିଦ୍ୱାନ ଏବଂ ଅନୁବାଦକ ସୁକାନ୍ତ ଚୌଧୁରୀ ଉଦଘାଟନୀ ଭାଷଣ ଏବଂ ବିଶିଷ୍ଟ ଇଂରାଜୀ ଲେଖକ ପରାଞ୍ଜପେ ମୂଳ ଭାଷଣ ପ୍ରଦାନ କରିଥିଳେ। ପ୍ରାରମ୍ଭରେ ସାହିତ୍ୟ ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସରାଓ  ସ୍ୱାଗତ ପ୍ରଦାନ କରିଥିଲେ। ମକରନ୍ଦ ପରାଞ୍ଜପେ ମୁଖ୍ୟ ଭାଷଣରେ ଭାରତୀୟ ନବଜାଗରଣର ଧାରଣା ଉପରେ ବକ୍ତବ୍ୟ ରଖିଥିଲେ। ସେ ଆଧୁନିକ ଭାରତରେ ସାହିତ୍ୟ ସଂସ୍କୃତିର ସମୃଦ୍ଧି ପ୍ରତି ଅନେକ ବିପଦ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଅତୀତର ମହିମାକୁ ଅତିକ୍ରମ କରି ନୂତନ ସୃଷ୍ଟି ଏବଂ ବିକାଶ ଆଡକୁ ଯିବାର ଆବଶ୍ୟକତା

ରହିଛି ଯାହା ଦ୍ଵାରା ସାହିତ୍ୟ ବର୍ତ୍ତମାନର ବିଭିନ୍ନ ଆହ୍ବାନର ସମ୍ମୁଖୀନ ହୋଇପାରିବ। ଏକାଡେମୀର ସଭାପତି ମାଧବ କୌଶିକ  ସଭାପତିତ୍ୱ ଭାଷଣରେ କହିଥିଲେ ଯେ ଭାରତୀୟ ସାହିତ୍ୟ ସହାନୁଭୂତି ଏବଂ ମାନବିକତା ଉପରେ ପ୍ରତିଷ୍ଠିତ। 
ସଂପାନର ଅନ୍ୟାନ୍ୟ ଅଧିବେଶନରେ ଭାରତୀୟ ନାଟକ: ଉତ୍କର୍ଷତାର ପରିଭାଷା, ପ୍ରାଚୀନ ଭାରତୀୟ ସାହିତ୍ୟ ଏବଂ ଅନୁବାଦ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଆଜି ସାହିତ୍ୟୋତ୍ସବରେ ବଳଦେବ ଭାଇ ଶର୍ମା, ମମତା କାଲିଆ, ମୃଦୁଳା ଗର୍ଗ, ଆତ୍ମଜିତ୍, ଚନ୍ଦ୍ରଶେଖର କମ୍ବର, ଅର୍ଜୁନ ଦେବ ଚରଣ, ଏ. କୃଷ୍ଣରାଓ, ସୁମନ୍ୟୁ ସତପଥୀ, ବୁଦ୍ଧିନାଥ ମିଶ୍ର ପ୍ରମୁଖ ବିଶିଷ୍ଟ ଲେଖକ ଏବଂ ବିଦ୍ୱାନ ଯୋଗ ଦେଇଥିଲେ। ଆଳାପ କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ଏବଂ ବିଦ୍ୱାନମାନେ ଅହମିଆ, ହିନ୍ଦୀ, ଗୁଜରାଟୀ, ମାଲୟଲମ ଏବଂ ତାମିଲ ଭାଷାରେ ୨୦୨୪ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିବା ଲେଖକଙ୍କ  ସହ ଭାବ ବିନିମୟ କରିଥିଲେ। ଆଜି ସାଂସ୍କୃତିକ କାର୍ଯ୍ୟକ୍ରମରେ ଫୌଜିଆ ଦାସ୍ତାନଗୋ ଏବଂ ରିତେଶ ଯାଦବଙ୍କ ଦ୍ୱାରା ଦାସ୍ତାନ-ଏ-ମହାଭାରତ ପରିବେଷଣ କରାଯାଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ   10-Nov-2026
  ଜିଲ୍ଲା  
*ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କୁ ଭେଟିଲେ ବୁଟିଆଗୁଡାର ଅଲେଖ ଭକ୍ତ, ମହିମା ମନ୍ଦିରର ଉନ୍ନତି ନେଇ ଆଲୋଚନା*   10-Nov-2026
  ଜିଲ୍ଲା  
ମୁଡ଼ଶୁଣ୍ଢୀ ରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   10-Nov-2026
  ଜିଲ୍ଲା  
ସ୍ବାଧିନତା ସଂଗ୍ରାମୀ ଭାଗୀରଥୀ ପଟ୍ଟନାୟକ ଓ ଜମ୍ବୁବତୀ ଦେବୀଙ୍କ ଜନ୍ମ ଜୟନ୍ତୀ   10-Nov-2026
  ଜିଲ୍ଲା  
କଂସଦରବାର,ସାଂସସ୍କୃତିକବିଚିତ୍ରାରେ ଦୁଲୁକିଲା ଭୀମପାହାଡ ମହୋତ୍ସବ   10-Nov-2026
  ଜିଲ୍ଲା  
ଦିବ୍ୟାଙ୍ଗଙ୍କ ସହିତ ଦୀପାବଳି ପାଳନ କଲା ଟିଟିଲାଗଡ ବିକାଶ ସେନା   09-Nov-2026
  ଜିଲ୍ଲା  
ମଲମୁଣ୍ଡା କ୍ଲଷ୍ଟରରେ ପଞ୍ଚମ ମାସିକ ବୈଠକ   09-Nov-2026
  ଜିଲ୍ଲା  
ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂସଦୀୟ କାର୍ଯ୍ୟପ୍ରଣାଳୀ, ନେତୃତ୍ୱ ଓ ଦକ୍ଷତା ଵୃଦ୍ଧି ପାଇଁ ଏକ ଅଭିନଵ କାର୍ଯ୍ୟକ୍ରମ - ମଡେଲ ପାର୍ଲାମେଣ୍ଟ   09-Nov-2026
  ଜିଲ୍ଲା  
ପାଟଣେଶ୍ୱରୀ ମନ୍ଦିର ପାରଂପାରିକ ରୀତିନୀତିରେ ସମ୍ପୁର୍ଣ୍ଣ ହେଲା କାଲିପୂଜା   09-Nov-2026
  ଜିଲ୍ଲା  
ମାଣ୍ଡେଲ ଗ୍ରାମରେ କୁଲତା ସମାଜର ଜିଲ୍ଲା ଓ ଆଞ୍ଚଳିକ କମିଟିର ସମାବେଶ ଏବଂ ବନ୍ଧୁ ମିଳନ କାର୍ଯ୍ୟକ୍ରମ   09-Nov-2026
  ଜିଲ୍ଲା  
*ବରୀ ବ୍ଲକ୍ କାର୍ଯ୍ୟାଳୟରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ: ୯୨ଟି ଅଭିଯୋଗ ପତ୍ର ମଧ୍ୟରୁ ୨୦ଟିର ତୁରନ୍ତ ସମାଧାନ*   09-Nov-2026
  ଜିଲ୍ଲା  
ବିନିକା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୬୬ଟି ଦରଖାସ୍ତ ଗ୍ରହଣ   09-Nov-2026

You Might Also Like