-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||     

HOME   ଜିଲ୍ଲା

ଆଜି ଭାଲେଣ୍ଟାଇନ ଡେ,ପ୍ରେମିକ-ପ୍ରେମିକା ଚଳଚଞ୍ଚଳ

14-Feb-2025



ବିନିକା(ହିମାଂଶୁ ଶେଖର ପୁଟେଲ)ପ୍ରେମ ସତ୍ୟ ଚିରନ୍ତନ ବୋଲି କେଉଁ ଆବାହନ କାଳରୁ ଶୁଣିବାକୁ ମିଳେ।ପୁରାଣ ଯୁଗରେ ରାଧା-କୃଷ୍ଣଙ୍କ ପ୍ରେମଲୀଳା ଆଜି ବି ଜନମାନସରେ ରହିଛି ।ଆଧୁନିକ ଯୁଗରେ ପ୍ରେମ କାହାଣୀର ବିଷୟ ବସ୍ତୁ ଦୂରଦର୍ଶନ ସହ ବିଭିନ୍ନ ଖବରକାଗଜରେ ପୃଷ୍ଟା ମଣ୍ଡନ କରୁଛି ।ବିଭିନ୍ନ ବର୍ଗର ଯୁବକ ଯୁବତୀ ଭିନ୍ନ ଭିନ୍ନ ଭାବରେ ପାଳନ କରୁଥିବା ପ୍ରେମ ଦିନଟିକୁ ସ୍ୱରଣ କରିବା ପାଇଁ ଫେବୃଆରୀ ୧୪ତାରିଖକୁ ଭାଲେଣ୍ଟାଇନ ଡେ ଅର୍ଥାତ ପ୍ରେମ ଦିବସ ରୂପେ ସମଗ୍ର ଦେଶରେ ପାଳନ ହେଉଥିବା ପରିଲକ୍ଷିତ ହେଉଛି।ଏହା କେମିତି ହେଲା ତାହା ଜାଣିବା ପାଇଁ କାହାର ଆଗ୍ରହ ନାହିଁ ।କିନ୍ତୁ ଏ ଦୁନିଆରେ ଯୁବ ପିଡି ଏହି ଦିନଟିକୁ ଉତ୍ସାହ ଉଦ୍ଦୀପନା ସ୍ନେହ,ମମତାରେ ବାନ୍ଧି ହୋଇ ପାଳନ କରୁଥିବା ଜଣାପଡିଛି ।ପୁଣି ଦିନେ ନୁହେଁ ଭାଲେଣ୍ଟାଇନକୁ ପାଳନ କରିବାକୁ ଯାଉଛନ୍ତି ଭାଲେଣ୍ଟାଇନ ୱିକ ଅର୍ଥାତ ପ୍ରେମ ସପ୍ତାହ ଭାବରେ ।ଏହାକୁ ପାଳନ ନେଇ ନିଜ ନିଜ ମନ ମଧ୍ୟରେ ଯୁବ ପୀଡି ପ୍ରସ୍ତୁତିକୁ ଜୋରଦାର କରିଦେଇଥିବା ଦେଖାଯାଉଛି । ଭାଲେନଟାଇନ୍ ଡେ କୁ ନେଇ ପଲ୍ଲୀ ଠାରୁ ସହର ଯାଏ ଯୁବକ ଯୁବତୀ ଚଳଚଞ୍ଚଳ ହୋଇପଡିଛନ୍ତି । ଭାଲେନଟାଇନ୍ ଡେ ରେ କିଏ କାହାକୁ କଣ ଉପହାର ଦେବ ସେ ନେଇ ଚାଲିଛି ପ୍ରତିଯୋଗିତା ।ବିଭିନ୍ନ ସ୍ଥାନରେ ଖୋଲାଯାଇଥିବା ଦୋକାନରେ ବ୍ୟବସାୟୀମାନେ ମନପସନ୍ଦ ସାମଗ୍ରୀ ବିକ୍ରୟ ପାଇଁ ସଜ୍ଜିତ କରିଛନ୍ତି ।ସ୍ଵତନ୍ତ୍ର ଉପହାର,ଆକର୍ଷଣୀୟ କାର୍ଡ,ଲଭମେଟେରିଏଲସ । ନିଜ ପ୍ରେମିକ ପ୍ରେମିକାଙ୍କ ପାଇଁ ମନ ପସନ୍ଦ ଉପହାର କେମିତି ରହିବ ତାହା କିଣିବା ନେଇ ଦୋକାନ ଗୁଡ଼ିକରେ ଭିଡ଼ ଜମୁଛି। ଭାଲେନଟାଇନ ଡେ କୁ ପାଳନ କରୁଥିବା ଯୁବ ପିଢୀ ଙ୍କ ଉତ୍ସାହିତ ମନ ଯେପରି ନ ଭାଙ୍ଗେ ସେଥିପାଇଁ ତାଙ୍କ ଚାହିଦା ସକାଶେ ଆକର୍ଷଣୀୟ ଡିଜାଇନର କୋଟେସନ କାର୍ଡ,ଚକଲେଟ,କ୍ୟାଣ୍ଡେଲ ଆଦି ବିକ୍ରୟ ହେଉଥିବା ମଧ୍ୟ ଦେଖାଯାଇଛି ।କେତେକ ପୁଅ ଝିଅ ନିଜର ପିତା ମାତାଙ୍କ ଭୟରେ ଓ ତାଙ୍କ ଅଜାଣତରେ ଲୁଚାଛପା ଟଙ୍କା ଖର୍ଚ୍ଚ ନକରି ବିଭିନ୍ନ ପ୍ରକାରର ଫୁଲ ତୋଡା ତିଆରି କରି ଉପହାର ଦେବାପାଇଁ ପ୍ରସ୍ତୁତ ହୋଇସାରିଛନ୍ତି ।ବିଶେଷ କରି ଗୋଲାପ ଫୁଲର ଚାହିଦା ବୃଦ୍ଧି ପାଇଛି।ଯେଣେତେଣେ ପ୍ରକାରରେ ଗୋଲାପ ଫୁଲ ସଂଗ୍ରହ କରିବାରେ ଲାଗି ପଡ଼ିଛନ୍ତି ପ୍ରେମିକ ପ୍ରେମିକା ।ସ୍ନେହ ମମତାରେ ବାନ୍ଧି ରଖିବା ପାଇଁ ତପ୍ତର ଆଜିର ଯୁବ ପିଢୀ ଭାଲେନଟାଇନ୍ ଡେ କୁ ମନରେ ହସ ଭରି ପାଳନ କରିବ ସେନେଇ ଆଶା ରଖିଛି ।ଅନ୍ୟ ପକ୍ଷରେ ବିନିକା ଅଞ୍ଚଳରେ ଅବସର ବିନୋଦନ ପାଇଁ ସେଭଳି ପ୍ରକୃଷ୍ଟ ସ୍ଥାନ ଅର୍ଥାତ ପାର୍କ ଟିଏ ନଥିବାରୁ ଯୁବ ପିଢୀ ମହଲରେ ହତାଶ ଭାବ ଦେଖାଯାଇଛି।ତେବେ ସେ ଯାହା ବି ହେଉ ବିନିକାର ଐତିହାସିକ ପୁଣ୍ୟପୀଠ ପାପକ୍ଷୟ,ସବୁଜ ବନାନୀରେ ଭରପୁର ଘଣ୍ଟାସିନୀ ପାହାଡ଼,ମାଁ ଘଣ୍ଟେଶ୍ୱରୀ ପୀଠ,ବାଇକାନି ପୀଠ ପ୍ରଭୃତି ସ୍ଥାନ ଏମାନଙ୍କ ପାଇଁ ସାଖୀ।ବର୍ତ୍ତମାନ ଯୁଗରେ ନାରୀ ନିର୍ଯାତନା,ଦୁଷ୍କର୍ମ,ଅତ୍ୟାଚାର,ଗଣ ବଳାତ୍କାର ଯେଭଳି ଭାବରେ ବୃଦ୍ଧି ପାଉଛି ତାକୁ ପ୍ରତିହତ କରିବା ପାଇଁ କେତେକ ସଚେତନ ବ୍ୟକ୍ତି ଓ ବିଭିନ୍ନ ସଂଗଠନ ଏହାର ତୀବ୍ର ବିରୋଧ କରୁଛନ୍ତି ।ଏହି ଦିବସକୁ ମାତୃ-ପିତୃ ପୂଜନ ଦିବସ କିମ୍ବା ପରିବାରର ସମସ୍ତ ସଦସ୍ୟ ଏକାଠି ରହି ନିଜ ନିଜ ଭିତରେ ସ୍ନେହ, ଶ୍ରଦ୍ଧା,ମମତା,ନିବିଡ଼ ସମ୍ପର୍କ ସୃଷ୍ଟିକରି ସମ୍ମାନର ସହ ପାଳନ କରିବା ଉଚିତ ବୋଲି ମତ ପ୍ରକାଶ ପାଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026

You Might Also Like