-+91-9937148622 |

prerana_bgr@rediffmail.com |

  Saturday 2nd May 2026 |

| | | |

R.N.I. Regd No. ODIODI/2010/46693

Breaking News

ଶ୍ରମିକ ନେତା ପ୍ରଶାନ୍ତ କୁମାର ପାଢ଼ୀଙ୍କୁ “ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ସମ୍ମାନ” ପ୍ରଦାନ   (02-May-2026)       ||      *ଡାବୁଗାଁ ବ୍ଲକ ପରିସରରେ ବିଧାୟକଙ୍କ ଉପସ୍ଥିତିରେ ୨୧୦ ଜଣଙ୍କୁ ନୂତନ ଭତା ବଣ୍ଟନ*   (02-May-2026)       ||      ଚୌଦ୍ୱାର -କଟକ ବିଜେଡ଼ି ଗଡ଼ ଭୁସୁଡ଼ିଲା   (02-May-2026)       ||      ଶ୍ରମିକ ଦିବସକୁ ପ୍ରତିବାଦ ଦିବସ ଭାବେ ପାଳନ କଲା ବଲାଙ୍ଗୀର ଓୟୁଜେ ଶାଖା   (02-May-2026)       ||      ସମ୍ବଲପୁର ମହାନଗର ନିଗମ, ଶ୍ରମିକ ଦିବସରେ ସଫେଇ ଅଭିଯାନର ଶୁଭାରମ୍ଭ    (02-May-2026)       ||      *ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଅର୍ନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ପାଳିତ*   (02-May-2026)       ||      ପାତଲଗଙ୍ଗା ଠାରେ ପବିତ୍ର ବୈଶାଖ ମେଳା ଅନୁଷ୍ଠିତ ପାଇଁ ବ୍ୟାପକ ପ୍ରସ୍ତୁତି, ଶ୍ରଦ୍ଧାଳୁଙ୍କ ପାଇଁ ସୁବନ୍ଧୋବସ୍ତ ବ୍ୟବସ୍ଥା   (02-May-2026)       ||      ଶ୍ରମିକ ଛଟେଇ ହେଲେ ଆନ୍ଦୋଳନ ହେବ : ପ୍ରମୋଦ ମିଶ୍ର    (02-May-2026)       ||      ଶ୍ରମିକ ଦିବସ ପାଳିତ, ଶ୍ରମିକ ଛଟେଇ ହେଲେ ଆନ୍ଦୋଳନ ହେବ- ପ୍ରମୋଦ ମିଶ୍ର   (02-May-2026)       ||      ଓଡ଼ିଶା ଭିନ୍ନକ୍ଷମ କ୍ରିକେଟ ଦଳରେ ବାଗବାଡିର ଧୀରେନ୍ଦ୍ର ମେହେର ସାମିଲ   (01-May-2026)       ||      କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ   (01-May-2026)       ||      କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ “ଆର୍ନ୍ତଜାତିକ ଶ୍ରମିକ ଦିବସ”ପାଳନ   (01-May-2026)       ||      ଶ୍ରମିକ ଚାଲାଣକୁ ରୋକିବା ପାଇଁ ଜନ ସଚେତନତା, ବାଲାଙ୍ଗୀର ପୋଲିସ ପକ୍ଷରୁ ସହରରେ ବାଇକ୍ ରେଲି    (01-May-2026)       ||      ବଲାଙ୍ଗିର ଭୀମଭୋଇ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ପ୍ରେକ୍ଷାଳୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ    (01-May-2026)       ||      ସୁବର୍ଣ୍ଣପୁର ରୁ ରାଜଧାନୀ ଯାଏ ଲମ୍ବିଛି ଠକ ସରୋଜ କୁମ୍ଭାରର ଜାଲ    (01-May-2026)       ||      ସୁପ୍ରିୟା ମାର୍ଗ ର ୨୫ତମ ରୌପ୍ୟ ଜୟନ୍ତୀ ରଥଯାତ୍ରା ପ୍ରସ୍ତୁତି ବୈଠକ    (01-May-2026)       ||      ଜେଏସ୍ ଏମ୍ କଲେଜ ପକ୍ଷରୁ ଭଗବାନ ବୁଦ୍ଧ ଜୟନ୍ତୀ ପାଳିତ   (01-May-2026)       ||      *ସୁବର୍ଣ୍ଣପୁର ରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ୨୦୨୬ ପାଳିତ*- *ଶ୍ରମିକ କଲ୍ୟାଣ ପାଣ୍ଠି ରୁ ୩ କୋଟି ୬୦ ଲକ୍ଷ ୭୬ ହଜାର ସହାୟତା - ପ୍ରଦାନ*-   (01-May-2026)       ||      ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ସାହିତ୍ୟ ଅକାଦେମିର ଆଲୋଚନାଚକ୍ର- ଓଡ଼ିଆ ନାରୀ ସ୍ବାଧୀନତା ସଂଗ୍ରାମୀ ଓ ଗାନ୍ଧୀବାଦ   (01-May-2026)       ||      ବରପାଲି ଶୀତଳ ଷଷ୍ଠୀ ଯାତ୍ରା କମିଟି ସଂସ୍କୃତି ମନ୍ତ୍ରୀ ସୂର୍ଜ ବଂଶୀ ସୁରଜଙ୍କୁ ଭେଟି ନିମନ୍ତ୍ରଣ ସହ ଆଲୋଚନା କଲେ   (01-May-2026)       ||     

HOME   ଜିଲ୍ଲା

ବଲାଙ୍ଗୀର ଜିଲ୍ଲା ଏ. ଆଇ. ଟି. ୟୁ. ସି. ପକ୍ଷରୁ ଶ୍ରମିକ ଦିବସ ପାଳିତ

05-May-2024



କଣ୍ଟାବାଞ୍ଜି(ଆନନ୍ଦ ମୋଟେ ): କଣ୍ଟାବାଞ୍ଜି ସହର ମଧ୍ୟସ୍ଥ ମାନସ ଭବନ ଠାରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ଏ. ଆଇ. ଟି. ୟୁ. ସି. ସହ ସହବନ୍ଧିତ ସମସ୍ତ ୟୁନିଅନର ଶ୍ରମିକ ମାନଙ୍କ ଦ୍ବାରା ବଲାଙ୍ଗୀର ଜିଲ୍ଲା ସ୍ତରୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି l ଏ. ଆଇ. ଟି. ୟୁ. ସି. ଜିଲ୍ଲା ସଭାପତି ତୀର୍ଥ ପଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭା ପ୍ରାରମ୍ଭରେ ପତାକା ଉତ୍ତୋଳନ କରିଥିଲେ l ବିଶିଷ୍ଠ ଶ୍ରମିକନେତା ଗୋପାଳ ଭୋଇ ଉପସ୍ଥିତ ଶ୍ରମିକ ମାନଙ୍କୁ ଉଦବୋଧନ ଦେଇ ମଇ ଦିବସ ବା ଶ୍ରମିକ ଦିବସ ର ଗୌରବମୟ ଇତିହାସ ବିଷୟ ରେ ସଭାରେ

ବିକ୍ଷିପ୍ତ ଭାବେ ଆଲୋକପାତ କରିଥିଲେ l ପାଟଣାଗଡ ଅଞ୍ଚଳର ଯୁବ ଶ୍ରମିକ ନେତା ଦିଲ୍ଲୀପ କୁମାର ଭୋଇ ଶ୍ରମିକ ମାନଙ୍କର ବୃହତ୍ତର ସୁରକ୍ଷା ଓ ସ୍ୱାର୍ଥ ରକ୍ଷା ଦୃଷ୍ଟିରୁ ସମସ୍ତ ଶ୍ରମଜୀବୀ ମହିଳା ଓ ପୁରୁଷ ମାନଙ୍କୁ ଏକଜୁଟ ହୋଇ ଶ୍ରମିକ ମାରଣl ନୀତି ଗୁଡିକ ବିରୋଧରେ ସରକାର ଙ୍କ ଠାରେ ଦୃଢତାର ସହ ସ୍ୱର ଉତ୍ତୋଳନ କରିବା ପାଇଁ ଆହ୍ବାନ କରିଥିଲେ l ନିର୍ମାଣ ଶ୍ରମିକ ସଂଗଠନ ଜିଲ୍ଲା ସଂଯୋଜକ ପ୍ରବୀର କୁମାର କମ୍ପ ଜିଲ୍ଲା ରୁ ବାହାର ରାଜ୍ୟକୁ ଦାଦନ ଖଟି ଯାଉଥିବା ଶ୍ରମିକ ଶ୍ରେଣୀଙ୍କ ପାଇଁ ଉଦବେଗ ପ୍ରକାଶ କରି,ବଲାଙ୍ଗିର ଜିଲ୍ଲା କୁ ଦାଦନ ପ୍ରବଣ ଜିଲ୍ଲା ଭାବେ ଘୋଷଣା

କରିବା, ଦାଦନଙ୍କ ପଞ୍ଚାୟତ ଚିହ୍ନଟ, କେଉଁ ରାଜ୍ୟକୁ କେଉଁ ଠିକାଦାର ନେଉଛନ୍ତି ତାହାର ସମ୍ପୂର୍ଣ୍ଣ ଠିକଣା ରଖିବା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା , ମନେରେଗା କାର୍ଯକ୍ରମ କୁ ତ୍ବରାନ୍ବିତ କରାଯିବା ଏବଂ ପ୍ରତି ଶ୍ରମିକଙ୍କୁ ବର୍ଷକୁ ୨୫୦ ଦିନର କାମ ଯୋଗାଇଦେବା ଇତ୍ୟାଦି ବିଷୟରେ ସଭାରେ ମତ ରଖିଥିଲେ l  ମୁରିବହଲ ଅଞ୍ଚଳର ଲଢ଼ୁଆ ଶ୍ରମିକ ନେତା ମହେନ୍ଦ୍ର ରଣl ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ଶେଷ କରିଥିଲେ l


News Comment




Photo in News

Advertisment
Lastest News
  ରାଜ୍ୟ  
ଶ୍ରମିକ ନେତା ପ୍ରଶାନ୍ତ କୁମାର ପାଢ଼ୀଙ୍କୁ “ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ସମ୍ମାନ” ପ୍ରଦାନ   02-May-2026
  ଜିଲ୍ଲା  
*ଡାବୁଗାଁ ବ୍ଲକ ପରିସରରେ ବିଧାୟକଙ୍କ ଉପସ୍ଥିତିରେ ୨୧୦ ଜଣଙ୍କୁ ନୂତନ ଭତା ବଣ୍ଟନ*   02-May-2026
  ରାଜ୍ୟ  
ଚୌଦ୍ୱାର -କଟକ ବିଜେଡ଼ି ଗଡ଼ ଭୁସୁଡ଼ିଲା   02-May-2026
  ଜିଲ୍ଲା  
ଶ୍ରମିକ ଦିବସକୁ ପ୍ରତିବାଦ ଦିବସ ଭାବେ ପାଳନ କଲା ବଲାଙ୍ଗୀର ଓୟୁଜେ ଶାଖା   02-May-2026
  ଜିଲ୍ଲା  
ସମ୍ବଲପୁର ମହାନଗର ନିଗମ, ଶ୍ରମିକ ଦିବସରେ ସଫେଇ ଅଭିଯାନର ଶୁଭାରମ୍ଭ   02-May-2026
  ଜିଲ୍ଲା  
*ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଅର୍ନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ପାଳିତ*   02-May-2026
  ଜିଲ୍ଲା  
ପାତଲଗଙ୍ଗା ଠାରେ ପବିତ୍ର ବୈଶାଖ ମେଳା ଅନୁଷ୍ଠିତ ପାଇଁ ବ୍ୟାପକ ପ୍ରସ୍ତୁତି, ଶ୍ରଦ୍ଧାଳୁଙ୍କ ପାଇଁ ସୁବନ୍ଧୋବସ୍ତ ବ୍ୟବସ୍ଥା   02-May-2026
  ଜିଲ୍ଲା  
ଶ୍ରମିକ ଛଟେଇ ହେଲେ ଆନ୍ଦୋଳନ ହେବ : ପ୍ରମୋଦ ମିଶ୍ର   02-May-2026
  ଜିଲ୍ଲା  
ଶ୍ରମିକ ଦିବସ ପାଳିତ, ଶ୍ରମିକ ଛଟେଇ ହେଲେ ଆନ୍ଦୋଳନ ହେବ- ପ୍ରମୋଦ ମିଶ୍ର   02-May-2026
  ଜିଲ୍ଲା  
ଓଡ଼ିଶା ଭିନ୍ନକ୍ଷମ କ୍ରିକେଟ ଦଳରେ ବାଗବାଡିର ଧୀରେନ୍ଦ୍ର ମେହେର ସାମିଲ   01-May-2026
  ଜିଲ୍ଲା  
କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ   01-May-2026
  ଜିଲ୍ଲା  
କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ “ଆର୍ନ୍ତଜାତିକ ଶ୍ରମିକ ଦିବସ”ପାଳନ   01-May-2026

You Might Also Like