-+91-9937148622 |
prerana_bgr@rediffmail.com |
Sunday 22nd March 2026 |
R.N.I. Regd No. ODIODI/2010/46693
Breaking News
04-Jun-2023
ସମ୍ବଲପୁର (ସଂଜୀବ ପାଣିଗ୍ରାହୀ )
ମହାବିରପଡା ପଞ୍ଚମୁଖୀ ହନୁମାନ ମନ୍ଦିର ପରିସର ରେ ପଣ୍ଡିତ ମାନଙ୍କ ଦ୍ୱାରା ହନୁମାନ ଚାଳିଶା ଓ ଗୋପାଳ ସହସ୍ର ନାମ ପାଠ କରଯାଇଥିଲା।ବିଶ୍ୱଶାନ୍ତି ପ୍ରାଥନା ପରେ ବାଲେଶ୍ୱର ନିକଟ ବାହାନଗା ଷ୍ଟେସନ ଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ରେ ମୃତ ଶତାଧିକ ଯାତ୍ରୀ ଙ୍କ ଆତ୍ମାର ସଦଗତି ପାଇଁ ନିରବ ପ୍ରାଥନା ସହ ମମବତୀ ଦୀପ ଦାନ କରାଯାଇ ଆହତ ଙ୍କ ଅଶୁ ଆରୋଗ୍ୟ କାମନା କରଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ପଣ୍ଡିତ କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ, ପଣ୍ଡିତ ସୁବ୍ରତ ପୁରୋହିତ,ପଣ୍ଡିତ ରବି ନାରାୟଣ ପଣ୍ଡା,ପଣ୍ଡିତ ପ୍ରଦୁ ନାୟକ,ପଣ୍ଡିତ ଶେଷ ଦେବ ପଣ୍ଡା,ଢ଼ୋଲାମଣୀ ମେହେର
,ରାଜେନ୍ଦ୍ର ପଣ୍ଡା,ସଂଜୀବ ପାଣିଗ୍ରାହୀ,ଶ୍ରୀକାନ୍ତ ବିଶ୍ୱାଳ,ପ୍ରମୁଖ ଉପସ୍ଥିତ ଥିଲେ।