-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

କର୍ଲାପିଟା, କେରମେଲି ଏବଂ ବରପିଟା ଗ୍ରାମରେ ଡୁମାଲ ସମାଜର ଗ୍ରାମ୍ୟ ପ୍ରତିନିଧି ମଣ୍ଡଳି ଗଠନ

04-Jun-2023



ବଲାଙ୍ଗିର, ସଦର ବ୍ଲକ ଅନ୍ତର୍ଗତ କେରମେଲି ଗ୍ରାମ ଠାରେ ଡୁମାଲ ସମାଜର ସଦସ୍ୟ/ ସଦସ୍ୟା ବାରପୁଡୁଗିଆ ଗ୍ରା.ପ. ଅଧିନସ୍ଥ କର୍ଲାପିଟା, ବରପିଟା ଓ କେରମେଲି ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଏକତ୍ରିତ ହୋଇ ଜିଲ୍ଲା ପ୍ରତିନିଧିଙ୍କ ଉପସ୍ଥିତିରେ ନିର୍ବାଚନୀ ପ୍ରକ୍ରିୟାରେ ଉଭୟ ମହିଳା ଓ ପୁରୁଷ ଅଂଶଗ୍ରହଣ କରି ତାଙ୍କ ମତ ସାବ୍ୟସ୍ତ କରି, ଜାତିର ସ୍ୱଚ୍ଛ ସମ୍ବିଧାନ ପାଇଁ ଓ ସ୍ୱାଧିନ ଭାରତର ଗଣତାନ୍ତ୍ରିକ ପରମ୍ପରାକୁ ସ୍ୱାଗତ କରି, ଜାତିର ଜନମତକୁ ସମ୍ମାନ ଦେଇ ଉଭୟ ମହିଳା ଓ ପୁରୁଷଙ୍କ ମିଳିତ ଜାତି

ଆଧାରିତ ଡୁମାଲ ସମାଜର ଗ୍ରାମ୍ୟ ପ୍ରତିନିଧି ଗଠନ କରାଗଲା । କର୍ଲାପିଟା ଗ୍ରାମର ନବ ନିର୍ବାଚିତ ପ୍ରତିନିଧି ମଣ୍ଡଳି ବିରେନ୍ଦ୍ର ପଧାନ, ନେହେରୁ ମହାକୁର, ତେଜ ପଧାନ, ଘାସି କ୍ଷେତି, ତୀର୍ଥ କର୍ମୀ, ବିଜୟ ପଧାନ, ରାମଚନ୍ଦ୍ର ପଧାନ, ଟିକେଚନ କ୍ଷେତି, ଜୟଦେବ କର୍ମୀ, କାଶୀ କ୍ଷେତି, ଗୋପିନାଥ ଖମାରୀ, ଲକ୍ଷ୍ମଣ ପଧାନ, କନ୍ଦର୍ପ କ୍ଷେତି, ମାମି କର୍ମୀ, ଭାର୍ଗବୀ ଖମାରୀ, ରମ୍ଭା ପଧାନ, ବୃନ୍ଦାବତୀ ଗଡୁଆ, ପବିତ୍ର ପଧାନ, ଦିଲିପ କ୍ଷେତି,ନିନୀ କ୍ଷେତି ଏବଂ ବିମ୍ବାଧର କର୍ମୀ । ବରପିଟା ଗ୍ରାମର ନବ ନିର୍ବାଚିତ ପ୍ରତିନଧି ମଣ୍ଡଳି ଶେଷଦେବ କର୍ମୀ, ଭୁବନେ ପଧାନ, ବିରଂଚି କର୍ମୀ, ଅନିରୁଦ୍ଧ ପଧାନ, ଶ୍ରଦ୍ଧାକର କର୍ମୀ, ଶମ୍ଭୁ କର୍ମୀ, ରୋହିତ କର୍ମୀ, ମାର୍କଣ୍ଡ କର୍ମୀ, ଶିବ କର୍ମୀ, ଦୁଃଖନାଶନ କର୍ମୀ, ଆକାଶ କର୍ମୀ, ସବିତା ପଧାନ, ରିଙ୍କି କର୍ମୀ, ପୁଷ୍ପକାନ୍ତୀ କର୍ମୀ, ଗୁଲାପି କର୍ମୀ ।  କେରମେଲି ଗ୍ରାମର ନିର୍ବାଚିତ ପ୍ରତିନିଧି ମଣ୍ଡଳି ଟିକେଶ୍ୱର କର୍ମୀ, ଗଙ୍ଗାଧର କର୍ମୀ, ଟଙ୍କଧର ପାତ୍ର, ଗୋପବନ୍ଧୁ କର୍ମୀ, ମନମୋହନ କର୍ମୀ, ପୁରୁଷୋତ୍ତମ କର୍ମୀ, ବୃନ୍ଦାବତୀ ପଧାନ, ସନ୍ତୋଷିନୀ କର୍ମୀ, ଜ୍ୟୋସ୍ନା ପଧାନ, ତପସ୍ୱିନୀ କର୍ମୀ, ଗୀତା ପଧାନ, ଡମ୍ବରୁଧର କର୍ମୀ, ଢେକଲ ପଧାନ, ରମେଶ କର୍ମୀ, ବୀଣା ପଧାନ, ପରମେଶ୍ୱର ପଧାନ, ସନ୍ୟାସୀ ପଧାନ, କୁଲ କର୍ମୀ, ଅଭି ପଧାନ, ମହେଶ୍ୱର କର୍ମୀ, ଅଜିତ କର୍ମୀ, ସୁନା ପଧାନ, ଅଜିତ କର୍ମୀ, ରତ୍ନାକର କର୍ମୀ, ଫଗୁନୁ କର୍ମୀ, ସିଦ୍ଧେଶ୍ୱର କର୍ମୀ, ଇନ୍ଦ୍ର ପଧାନ, ଅର୍ଜୁନ ପଧାନ, ବିଦ୍ୟାଧର ପଧାନ, ଦୟାନିଧି ପଧାନ, ବଳରାମ ପଧାନ, ବେଣୁଧର ଗଡୁଆ, ବିନତୀ ଗଡୁଆ ।  ଏହି ପ୍ରତିନିଧିମାନଙ୍କର ଦାୟିତ୍ୱ ତାଙ୍କ ଗ୍ରାମ ମଧ୍ୟରେ ଥିବା ଜାତିଗତ ବିଷୟରେ ନିଜ ନିଜ ଗ୍ରାମ ମଧ୍ୟରେ ଆଲୋଚନା କରି ଶେଷ ନିଷ୍ପତ୍ତି ନେବାର କ୍ଷମତା ଚିରାଚରିତ ରାଜକୀୟ ପରମ୍ପରା ରେ ଗଳି ଆସୁଥିବା ଏକ ବ୍ୟକ୍ତି ସବୁ ପଦ, ସବୁ କ୍ଷମତା ବ୍ୟବସ୍ଥାକ ଅସ୍ୱିକାର କରାଯାଇ ଏକ ବ୍ୟକ୍ତି ଏକ

ପଦବୀ ଆଧାରରେ ସାମାଜିକ ଜାତି ଭାଇଙ୍କ ମଧ୍ୟରୁ ବହୁ ଜାତିଭାଇ ପ୍ରତିନିଧିଙ୍କର ପ୍ରତିନିଧିତ୍ୱରେ ଜାତି ଆଧାରିତ ସମାଜକୁ ସବୁ କ୍ଷେତ୍ରରେ ବିକାଶର ପଥ ଆଗେଇ ନେବାର ସଂକଳ୍ପ ନେଇ  ବୃହତ ପ୍ରତିନିଧି ମଣ୍ଡଳି ଗଠନ କରାଗଲା । ଆଗାମୀ ଦିନରେ ଏକ ବୃହତ ପ୍ରତିନିଧି ମଣ୍ଡଳୀ ଗଠନ କରାଯାଇ ଏକ ବ୍ୟକ୍ତି ଏକ ପଦକୁ ସମ୍ମାନ ଦେଇ ସମସ୍ତଙ୍କୁ ସାମାଜିକ କାର୍ଯ୍ୟରେ ପ୍ରତିନିଧିତ୍ୱ କରି ସମାଜର ଶ୍ରେଷ୍ଠ ସହଯୋଗୀ ହେବାର ସୁଯୋଗ ସୃଷ୍ଟି କରାଯିବ ।


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like