-+91-9937148622 |
prerana_bgr@rediffmail.com |
Friday 13th March 2026 |
R.N.I. Regd No. ODIODI/2010/46693
Breaking News
27-Dec-2022
ବଲାଙ୍ଗିର (ପ୍ରେରଣା ଖବର) ବଲାଙ୍ଗିର ସହର ବ୍ରାହ୍ମଣ ପଡ଼ା ଠାରେ ଥିଵା ପାଟେମେଶ୍ୱରୀ ଜ୍ଵଏଲର୍ସ ଦୋକାନ ରୁ ସୁନା ଗହଣା ପ୍ରାୟ ୩୫ହଜାର ଟଙ୍କା ର ସୁନା ଚୋରୀ ହୋଇଥିବାର ଖବର ଆସିଛି । ଘଟଣାଟି ଘଟିଛି ଆଜି ଦୀନ ୨ଟାରେ ବ୍ରାହ୍ମଣ ପଡ଼ା ସ୍ଥିତ ମା ପାଟମେଶ୍ୱରି ସୁନା ଗହଣା ଦୋକାନରୁ ।
ଗ୍ରାହକ ବେଶରେ ଆସି ସୁନା ଚୋରୀ କରିଥିବା ଅଭିଯୋଗ କରିଛନ୍ତି ସୁନା ଗହଣା ଦୋକାନର ମାଲିକ ପ୍ରଭଞ୍ଜନ ମେହେର । ଏବଂ ବଲାଙ୍ଗିର ଟାଉନ୍ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି ।