-+91-9937148622 |

prerana_bgr@rediffmail.com |

  Friday 26th June 2026 |

| | | |

R.N.I. Regd No. ODIODI/2010/46693

Breaking News

*ହାର୍ଟ ଅପରେସନ୍ ସଫଳ ହେଲା - ସ୍ୱପ୍ନେଶ୍ୱର ଙ୍କ ସ୍ବପ୍ନ ସାକାର ହେଲା* *ଜିଲ୍ଲାପାଳ ଙ୍କୁ କୃତଜ୍ଞତା ଜଣାଇଲା ପରିବାର*-   (26-Jun-2026)       ||      ଜିଲ୍ଲାସ୍ତରୀୟ ନିଶା ଅପବ୍ୟବହାର ଓ ଅବୈଧ କାରାବାର ନିରୋଧ ଦିବସ -୨୦୨୬ ଅନୁଷ୍ଠିତ   (26-Jun-2026)       ||      *ହାର୍ଟ ଅପରେସନ୍ ସଫଳ ହେଲା - ସ୍ୱପ୍ନେଶ୍ୱର ଙ୍କ ସ୍ବପ୍ନ ସାକାର ହେଲା* *ଜିଲ୍ଲାପାଳ ଙ୍କୁ କୃତଜ୍ଞତା ଜଣାଇଲା ପରିବାର*-   (26-Jun-2026)       ||      ପିଏମ୍ ଶ୍ରୀ ହାଇସ୍କୁଲ ପରିଦର୍ଶନ କଲେ ବିଡିଓ   (26-Jun-2026)       ||      ଡୁଙ୍ଗୁରିପାଲି ଥାନା ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପରିଚୟ ପତ୍ର ପ୍ରଦାନ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ   (26-Jun-2026)       ||      ଭାରସାମ୍ୟ ହରାଇ ଘର ଭିତରେ ପଶିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ପରିବାର; ଘର ନଷ୍ଟ, ଯାତାୟାତ ବାଧାପ୍ରାପ୍ତ   (26-Jun-2026)       ||      ବରପାଲି ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରରେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ ତମ ଜନ୍ମଦିବସ ଅବସରରେ ଫଳ ବଣ୍ଟନ   (26-Jun-2026)       ||      ଲୋଇସିଂହାରେ ମିଶନ ଶକ୍ତି ସୁଭଦ୍ରା ମେଳା ଅନୁଷ୍ଠିତ    (26-Jun-2026)       ||      ୨୮୦ ବ୍ୟାଗ୍ ଡିଏପି ସାର ଜବତ   (26-Jun-2026)       ||      ଅବୈଜ୍ଞାନିକ ଓ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଏଆଇଡିଏସଓ ର ବିକ୍ଷୋଭ   (26-Jun-2026)       ||      ବିକାଶ ଧାରା ଓଡିଶା ସାରା ଅବସରରେ ଝାରମୁଣ୍ଡା ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ   (25-Jun-2026)       ||      ୧୩ବର୍ଷୀୟ ବାଳକକୁ ମାରପିଟ୍ କରି ମୋବାଇଲ୍ ଲୁଟ୍ କରିଥିବା ଯୁବକଙ୍କୁ ଗିରଫ୍ କଲା ପୋଲିସ    (25-Jun-2026)       ||      ପାଚିକା ପଦବୀରେ ଚଞ୍ଚକତା, ୩ ଦରଖାସ୍ତକାରୀଙ୍କ ଅନଶନ   (25-Jun-2026)       ||      ଦିଲ୍ଲୀ ହାଉଜ ଖାସ ମନ୍ଦିରରେ ରଥଯାତ୍ରା ପାଇଁ ପ୍ରସ୍ତୁତି   (25-Jun-2026)       ||      ବିକାଶ ଧାରା ଓଡିଶା ସାରା ଅବସରରେ ଝାରମୁଣ୍ଡା ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ   (25-Jun-2026)       ||      ଵଜ୍ରାଘାତ ରେ ଜଳିଗଲା ଅସହାୟ ମହିଳାଙ୍କ ଘର   (25-Jun-2026)       ||      ଵଜ୍ରାଘାତ ରେ ଜଳିଗଲା ଅସହାୟ ମହିଳାଙ୍କ ଘର   (25-Jun-2026)       ||      ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Jun-2026)       ||      ବିକାଶ ର ଧାରା ଓଡିଶା ସାରା ଅବସରରେ ବାଦୀମୁଣ୍ଡା ପଂଚାୟତ ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ଵା ମିଶନ ଶକ୍ତି ସୁଭଦ୍ରା ମେଳା   (25-Jun-2026)       ||      ବିକାଶ ର ଧାରା ଓଡିଶା ସାରା ଅବସରରେ ରତାଖଣ୍ଡି ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ଵା ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ    (25-Jun-2026)       ||     

HOME   ଜିଲ୍ଲା

ମନମୁଣ୍ଡା ଠାରେ ନବାହ ପରାୟଣ ଓ ରାମ ଚରିତ ମାନସ ପାଳିତ

26-Dec-2022



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) ବୌଦ୍ଧ ଜ଼ିଲ୍ଲା ମନମୁଣ୍ଡା ସୁବର୍ଣାପାଲି ବସ୍ତି ଠାରେ ଗତ 18 ତାରିଖ ରୁ ଆଜି  ଯାଏ ଦୀର୍ଘ ନଅ ଦିନ ଧରି ନବାହ ପରାୟଣ ଓ ରାମ ଚରିତ ମାନସ ମହା ସମାରୋହ ରେ ପାଳିତ ହୋଇ ଯାଇଛି l ଏଥିପାଇଁ 17   ତାରିଖ ଦିନ ତେଲନଦୀ ରେ ରୀତି ନୀତି ରେ ଗଙ୍ଗା ମାତା ଙ୍କ ପୂଜା ପାଠ କରାଯାଇ ବ୍ରିଜ ଘାଟ ରୁ ଏକ କଳସ ଶୋଭାଯାତ୍ରା

ଅନୁଷ୍ଠିତ ହୋଇ ସହର ପରିକ୍ରମା କରାଯାଥିଲା l ଯେଉଁଥିରେ କି ଶହ ଶହ ମହିଳା ସାମିଲ ଥିଲେ l  ଏହି ଉସ୍ସବ  ରେ ସୀତା ବିବାହ ଅନୁଷ୍ଠିତ ହୋଇଥିବା ବେଳେ ସୀତା ଦେବୀ ଙ୍କ ବାପା ମାଆ ଭାବେ ମନମୁଣ୍ଡା ର ସୀତୁ ବେହେରା ଓ ତାଙ୍କ ଧର୍ମ ପତ୍ନୀ ଏବଂ ଶ୍ରୀ ରାମ ମହାପ୍ରଭୁ ଙ୍କ ବାପା ମାଆ ଭାବେ ରାମ ଅଗ୍ରୱାଲ ଓ ତାଙ୍କ ଧର୍ମ ପତ୍ନୀ ରୀନା ଅଗ୍ରୱାଲା  ପ୍ରଭୁ ସେବା ର ଅପୂର୍ବ ସୁଯୋଗ ପାଇ ଥିଲେ l ଏଠାରେ କର୍ତ୍ତା ଭାବେ ରାମଚନ୍ଦ୍ର ଆଗ୍ରୱାଲ ଙ୍କ ପରିବାର ସକ୍ରିୟ ଯୋଗ ଦେଇଥିଲେ l ପଣ୍ଡିତ ଜ୍ୟୋତିରଞ୍ଜନ ପଣ୍ଡା ଙ୍କ ଦ୍ୱାରା ଦୀର୍ଘ ଦଶ ଦିନ ଧରି ସମସ୍ତ ପୂଜାବିଧି କରାଯାଇଥିବା ବେଳେ ପଣ୍ଡିତ ରାଜେଶ ଦାଶ ରାମଚରିତ ମାନସ ପାଠ କରିଥିଲେ l ଆଜି ସୋମବାର ଦିନ  ଦିନ ଏହାକୁ ଉଦଯାପନ କରାଯାଇଛି l ସସ୍ମିତା ସେନାପତି, ଲୀଳାବତୀ ସେନାପତି, ସତ୍ୟବତୀ ନାଏକ, ମିତା ନାଏକ, ଶଶୀ ସାହୁ, ତନୁଜା ସାହୁ, ୟୋଗେସ ଆଗ୍ରୱାଲ,  ଖୁସି ଆଗ୍ରୱାଲ, ପୂର୍ବୀ ସେନାପତି, ବିଭୀଷଣ ଭୁକ୍ତା, ସୁବଳ ମଲ୍ଲିକ, ଜୟନ୍ତୀ ସାହୁ ପ୍ରମୁଖ ସୁବର୍ଣ୍ଣାପାଲି ବସ୍ତି ର ସମସ୍ତ ପରିବାର ସହଯୋଗ କରିଥିଲେ l ଦୀର୍ଘ ସାତ ବର୍ଷ ଧରି ଏଇ ନବାହ ପରାୟଣ ଓ ରାମ ଚରିତ ମାନସ ମନମୁଣ୍ଡା ର ସୁବର୍ଣ୍ଣାପାଲି ଠାରେ ଆୟୋଜିତ ହୋଇ ଆସୁଥିବା  ବେଳେ ଏ  ସମଗ୍ର ଅଞ୍ଚଳ ରେ ଏକ ଆଧ୍ୟାତ୍ମିକ  ପରିବେଶ ସୃଷ୍ଟି ହୋଇ ପାରୁଛି l  ପ୍ରତିଦିନ ଭକ୍ତ ଶ୍ରଦ୍ଧାଳୁ ଙ୍କ ପାଈଁ ଅନ୍ନ ପ୍ରସାଦ ସେବନ ର ମଧ୍ୟ ବ୍ୟବସ୍ଥା କରାଯାଏ l ସୋନପୁର ମନମୁଣ୍ଡା ର ସ୍ୱଚ୍ଛ ଭାରତ

ସଂଗଠନ ର ଉପ ସଭାନେତ୍ରୀ ଉନ୍ଦୁମତୀ ପୁରୋହିତ, ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ, ଲଡ଼ୁକିଶୋର ମଲ୍ଲିକ, ମନୋଜ ପଣ୍ଡା, ତରଣୀ ମେହେର, ପ୍ରମୋଦ ସାହୁ ଓ  ସଂଗଠନ ର କର୍ମକର୍ତ୍ତା ଙ୍କ ସମେତ ଏ ଅଂଚଳ ର ଶହ ଶହ ଭକ୍ତ ଶ୍ରଦ୍ଧାଳୁ ସାଧୁ ସନ୍ୟାସୀ ଏହି ଉତ୍ସବ ରେ ପ୍ରତିବର୍ଷ ସାମିଲ  ହୋଇ ସହଯୋଗ କରି ପ୍ରଭୁ ଙ୍କ ଆଶୀର୍ବାଦ ନେଇଥାନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
*ହାର୍ଟ ଅପରେସନ୍ ସଫଳ ହେଲା - ସ୍ୱପ୍ନେଶ୍ୱର ଙ୍କ ସ୍ବପ୍ନ ସାକାର ହେଲା* *ଜିଲ୍ଲାପାଳ ଙ୍କୁ କୃତଜ୍ଞତା ଜଣାଇଲା ପରିବାର*-   26-Jun-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ନିଶା ଅପବ୍ୟବହାର ଓ ଅବୈଧ କାରାବାର ନିରୋଧ ଦିବସ -୨୦୨୬ ଅନୁଷ୍ଠିତ   26-Jun-2026
  ଜିଲ୍ଲା  
*ହାର୍ଟ ଅପରେସନ୍ ସଫଳ ହେଲା - ସ୍ୱପ୍ନେଶ୍ୱର ଙ୍କ ସ୍ବପ୍ନ ସାକାର ହେଲା* *ଜିଲ୍ଲାପାଳ ଙ୍କୁ କୃତଜ୍ଞତା ଜଣାଇଲା ପରିବାର*-   26-Jun-2026
  ଜିଲ୍ଲା  
ପିଏମ୍ ଶ୍ରୀ ହାଇସ୍କୁଲ ପରିଦର୍ଶନ କଲେ ବିଡିଓ   26-Jun-2026
  ଜିଲ୍ଲା  
ଡୁଙ୍ଗୁରିପାଲି ଥାନା ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପରିଚୟ ପତ୍ର ପ୍ରଦାନ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Jun-2026
  ଜିଲ୍ଲା  
ଭାରସାମ୍ୟ ହରାଇ ଘର ଭିତରେ ପଶିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ପରିବାର; ଘର ନଷ୍ଟ, ଯାତାୟାତ ବାଧାପ୍ରାପ୍ତ   26-Jun-2026
  ଜିଲ୍ଲା  
ବରପାଲି ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରରେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ ତମ ଜନ୍ମଦିବସ ଅବସରରେ ଫଳ ବଣ୍ଟନ   26-Jun-2026
  ଜିଲ୍ଲା  
ଲୋଇସିଂହାରେ ମିଶନ ଶକ୍ତି ସୁଭଦ୍ରା ମେଳା ଅନୁଷ୍ଠିତ   26-Jun-2026
  ଜିଲ୍ଲା  
୨୮୦ ବ୍ୟାଗ୍ ଡିଏପି ସାର ଜବତ   26-Jun-2026
  ଜିଲ୍ଲା  
ଅବୈଜ୍ଞାନିକ ଓ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଏଆଇଡିଏସଓ ର ବିକ୍ଷୋଭ   26-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା ଅବସରରେ ଝାରମୁଣ୍ଡା ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ   25-Jun-2026
  ଜିଲ୍ଲା  
୧୩ବର୍ଷୀୟ ବାଳକକୁ ମାରପିଟ୍ କରି ମୋବାଇଲ୍ ଲୁଟ୍ କରିଥିବା ଯୁବକଙ୍କୁ ଗିରଫ୍ କଲା ପୋଲିସ   25-Jun-2026

You Might Also Like