-+91-9937148622 |

prerana_bgr@rediffmail.com |

  Saturday 18th May 2024 |

| | | |

R.N.I. Regd No. ODIODI/2010/46693

Breaking News

ବିପୁଳ ପରିମାଣର ବିଅର ଜବତ ,ଜଣେ ଗିରଫ    (18-May-2024)       ||      ରୋଡ୍‌ ସୋ’ ମାଧ୍ୟମରେ ଶକ୍ତି ପ୍ରଦର୍ଶନ କଲେ ବୀରମହାରାଜପୁର ବିଜେପି ବିଧାୟକ ପ୍ରାର୍ଥୀ -ବିଜେଡ଼ିକୁ ସମାଲୋଚନା କଲେ ରଘୁନାଥ ବୀରମହାରାଜପୁର,   (18-May-2024)       ||      ପାପଡାହାଣ୍ଡି ବ୍ଲକରେ ଆମ ଓଡ଼ିଶା ନବିନ ଓଡ଼ିଶାରେ ନିମ୍ନ ମାନର ଗାଧୁଆ ଘାଟ ନିର୍ମାଣକରି ସରକାରୀ ପଇସାର ହରି ଲୁଟ ହେଉଛି   (18-May-2024)       ||      ସୋନପୁର ସହର ରେ ବିଜେଡି ର ବିଶାଳ ମହିଳା ଶୋଭାଯାତ୍ରା- ଭୋଟ ପ୍ରଚାର କଲେ ଓ ଯୋଡ଼ି ଶଙ୍ଖ ର ବିଜୟ ପଥ ସ୍ପଷ୍ଟ କଲେ ମନ୍ତ୍ରୀ ଶ୍ରୀ ପୁଝାରୀ ଓ ପରିବାର   (18-May-2024)       ||      ରାମ ଅବତାର ଜୈନ ହେଲେ ସିନ୍ଧେକେଲା ତେରାପଂଥ ସଭାର ନୂତନ ଅଧ୍ୟକ୍ଷ , ପୂର୍ବ ଅଧ୍ୟକ୍ଷ ବଜରଙ୍ଗ ଜୈନ ଠାରୁ କାର୍ଯ୍ୟଭାର ଗ୍ରହଣ   (17-May-2024)       ||      ୫୦ବର୍ଷ ପୂର୍ତ୍ତି ବିବାହୋତ୍ସବ ଅଭିନବ ଭାବେ ପାଳନ ।   (17-May-2024)       ||      ବିଜେଡି ର ପାପ ପେଡି ପୁସ୍ତକ କୁ ଉନ୍ମୋଚନ କଲେ ଛତିଶ ଗଡ଼ କ୍ୟାବିନେଟ୍ ପାହ୍ୟା ନେତା   (17-May-2024)       ||      ଜିଲ୍ଲା ବିଜେଡି ଅଫିସ୍ ରେ ବିଜେଡ଼ିର ମିଶ୍ରଣ ପର୍ବ*-   (17-May-2024)       ||      ସୋନପୁର ବି ଜେ ପି ବିଧାୟକ ପ୍ରାର୍ଥୀ ଙ୍କ ସାମ୍ୱାଦିକ ସମ୍ମିଳନୀ- ୨୫ ବର୍ଷ ର କେନ୍ଦ୍ର ଅନୁଦାନ କୁ ଠିକାଦାର ଙ୍କ ସହ ଲୁଟି ଖାଇଛି ଏ ସରକାର- ପ୍ରମୋଦ ମହାପାତ୍ର   (17-May-2024)       ||      ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ନିଖିଲ ଓଡିଶା ଅଙ୍ଗନବାଡି ସଙ୍ଘ ତରଫରୁ ଡାବୁଗାଁ ଠାରେ ସହାୟିକା ମାନଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।   (17-May-2024)       ||      କଂଗ୍ରେସର ସାମ୍ବାଦିକସମ୍ବିଳନୀ.. ଅଜୟ କୁମାରଙ୍କ ଚିଠି ଜାଲିଆତି କରାଯାଇଛି-ସମରେନ୍ଦ୍ର   (17-May-2024)       ||      ସଇଁତଳାରେ ରାଜନୈତିକହିଂସା.. ବିଜେପିପ୍ରାର୍ଥିଙ୍କୁ ହତ୍ୟାଉଦ୍ୟମ,ସହଯୋଗୀଙ୍କୁ ଆକ୍ରମଣକରି ଅପହରଣ ୫ ଅଭିଯୁକ୍ତ ଗିରଫ,ଥାନାରେ ପାଲଟା ଅଭିଯୋଗ   (17-May-2024)       ||      ସିନ୍ଧେକେଲା ସରପଞ୍ଚ ଦ୍ୱାରା ବାଇକ ରେଲି ସହ ସଭା ଆୟୋଜନ   (17-May-2024)       ||      ନିର୍ବାଚନରେ ରୋକାଲ ପଞ୍ଚାୟତର ମତଦାନ ହାର   (17-May-2024)       ||      ଡୁଡୁକାସିରା ଗ୍ରାମ ପଥପ୍ରାନ୍ତ ଜଙ୍ଗଲରେ ସନ୍ଦିଗ୍ଧ ଅବସ୍ଥାରେ ପଡ଼ିଛି ଅଜଣା ଯୁବକଙ୍କ ମୃତ ଶରୀର   (17-May-2024)       ||      ପାଟଣାଗଡ଼ ଏନଏସି ର ବିଭିନ୍ନ ୱାର୍ଡ଼ କୁ ଯାଇ ଭୋଟ ପ୍ରଚାର କଲେ ବିଧାୟକ ପ୍ରାର୍ଥୀ, ବିଜେଡି ରେ ସାମିଲ ହେଲେ ଅନେକ ଯୁବକ    (16-May-2024)       ||      କଣ୍ଟାମାଲ ନିର୍ବାଚନ ମଣ୍ଡଳୀରେ ବିଜେପି,ବିଜେଡି ର ଜୋରଦାର ପ୍ରଚାର   (16-May-2024)       ||      ୧୦ ବଲାଙ୍ଗୀର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ରାଜନ ଭିଶାଲ, ଆଇ.ଏ .ଏସ ଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ପରିଚାଳନା ଓ ସମ୍ବେଦନଶୀଳ ବୁଥ ର ସମୀକ୍ଷା:-   (16-May-2024)       ||      ୧୦ ବଲାଙ୍ଗୀର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ରାଜନ ଭିଶାଲ, ଆଇ.ଏ .ଏସ ଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ପରିଚାଳନା ଓ ସମ୍ବେଦନଶୀଳ ବୁଥ ର ସମୀକ୍ଷା:-   (16-May-2024)       ||      ଶାସକ ଦଳ କର୍ମୀ ଏବଂ ନେତା ଧମକ ଚମକ ଦେବା ଅଭିଯୋଗ ରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଖଡିଆଳ ଥାନା ରେ ଲିଖିତ ଅଭିଯୋଗ,   (16-May-2024)       ||     

HOME   ଜିଲ୍ଲା

କଣ୍ଟାମାଳ ଆସନରୁ କଂଗ୍ରେସ ପ୍ରାର୍ଥୀଭାବେ ସରୋଜ ପ୍ରଧାନ ଙ୍କ ନାମାଙ୍କନ ଦାଖଲ

02-May-2024



କଣ୍ଟାମାଳ (ଜୟ କୁମାର ମହାରଣା )
 କନ୍ଧମାଳ ସଂସଦୀୟ କ୍ଷେତ୍ରର  କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବେ ସରୋଜ ପ୍ରଧାନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଆଜି ପୂର୍ବାହ୍ନ 12ଘଣ୍ଟା ସମୟରେ   ବୌଦ୍ଧ ରାମନାଥ  ମନ୍ଦିର ଠାରୁ ନିଜ ସମର୍ଥକ ମାନଙ୍କ ସହ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ପହଂଚି  କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ ରିଟର୍ନିଙ୍ଗ ଅଫିସର ଅତିରିକ୍ତ ଜଲ୍ଲାପାଳ ଦାରିଦ୍ର୍ୟ ଭଂଜନ ମଦନ ମୋହନ ପାତ୍ର ଙ୍କ ନିକଟରେ ନିଜର ପ୍ରସ୍ତାବକ ଓ ସମର୍ଥକଙ୍କ ସହ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଏଥର କଣ୍ଟାମାଳ ବିଧାନସଭା ଆସନରୁ ବିଜୟୀ ହେବାନେଇ ଆଶାବାଦୀ ଥିବା ବେଳେ କଂଗ୍ରେସର ନିର୍ବାଚନୀ ଇସ୍ତାହାର ଓ ଜନକଲ୍ୟାକାରୀ ଯୋଜନା ମୁଖ୍ୟ ପ୍ରସଙ୍ଗ ରହିଥିବାବେଳେ ସରକାର ଆସିଲେ ରାଜ୍ୟର ଦ୍ରୁତ ବିକାଶ ହୋଇପାରିବ ବୋଲି ପ୍ରାର୍ଥୀ ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି  l


News Comment




Photo in News

Advertisment
Lastest News
  ଅପରାଧ  
ବିପୁଳ ପରିମାଣର ବିଅର ଜବତ ,ଜଣେ ଗିରଫ   18-May-2024
  ଜିଲ୍ଲା  
ରୋଡ୍‌ ସୋ’ ମାଧ୍ୟମରେ ଶକ୍ତି ପ୍ରଦର୍ଶନ କଲେ ବୀରମହାରାଜପୁର ବିଜେପି ବିଧାୟକ ପ୍ରାର୍ଥୀ -ବିଜେଡ଼ିକୁ ସମାଲୋଚନା କଲେ ରଘୁନାଥ ବୀରମହାରାଜପୁର,   18-May-2024
  ଜିଲ୍ଲା  
ପାପଡାହାଣ୍ଡି ବ୍ଲକରେ ଆମ ଓଡ଼ିଶା ନବିନ ଓଡ଼ିଶାରେ ନିମ୍ନ ମାନର ଗାଧୁଆ ଘାଟ ନିର୍ମାଣକରି ସରକାରୀ ପଇସାର ହରି ଲୁଟ ହେଉଛି   18-May-2024
  ଜିଲ୍ଲା  
ସୋନପୁର ସହର ରେ ବିଜେଡି ର ବିଶାଳ ମହିଳା ଶୋଭାଯାତ୍ରା- ଭୋଟ ପ୍ରଚାର କଲେ ଓ ଯୋଡ଼ି ଶଙ୍ଖ ର ବିଜୟ ପଥ ସ୍ପଷ୍ଟ କଲେ ମନ୍ତ୍ରୀ ଶ୍ରୀ ପୁଝାରୀ ଓ ପରିବାର   18-May-2024
  ରାଜନୀତି  
ରାମ ଅବତାର ଜୈନ ହେଲେ ସିନ୍ଧେକେଲା ତେରାପଂଥ ସଭାର ନୂତନ ଅଧ୍ୟକ୍ଷ , ପୂର୍ବ ଅଧ୍ୟକ୍ଷ ବଜରଙ୍ଗ ଜୈନ ଠାରୁ କାର୍ଯ୍ୟଭାର ଗ୍ରହଣ   17-May-2024
  ଜିଲ୍ଲା  
୫୦ବର୍ଷ ପୂର୍ତ୍ତି ବିବାହୋତ୍ସବ ଅଭିନବ ଭାବେ ପାଳନ ।   17-May-2024
  ଜିଲ୍ଲା  
ବିଜେଡି ର ପାପ ପେଡି ପୁସ୍ତକ କୁ ଉନ୍ମୋଚନ କଲେ ଛତିଶ ଗଡ଼ କ୍ୟାବିନେଟ୍ ପାହ୍ୟା ନେତା   17-May-2024
  ଜିଲ୍ଲା  
ଜିଲ୍ଲା ବିଜେଡି ଅଫିସ୍ ରେ ବିଜେଡ଼ିର ମିଶ୍ରଣ ପର୍ବ*-   17-May-2024
  ଜିଲ୍ଲା  
ସୋନପୁର ବି ଜେ ପି ବିଧାୟକ ପ୍ରାର୍ଥୀ ଙ୍କ ସାମ୍ୱାଦିକ ସମ୍ମିଳନୀ- ୨୫ ବର୍ଷ ର କେନ୍ଦ୍ର ଅନୁଦାନ କୁ ଠିକାଦାର ଙ୍କ ସହ ଲୁଟି ଖାଇଛି ଏ ସରକାର- ପ୍ରମୋଦ ମହାପାତ୍ର   17-May-2024
  ଜିଲ୍ଲା  
ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ନିଖିଲ ଓଡିଶା ଅଙ୍ଗନବାଡି ସଙ୍ଘ ତରଫରୁ ଡାବୁଗାଁ ଠାରେ ସହାୟିକା ମାନଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।   17-May-2024
  ଅପରାଧ  
କଂଗ୍ରେସର ସାମ୍ବାଦିକସମ୍ବିଳନୀ.. ଅଜୟ କୁମାରଙ୍କ ଚିଠି ଜାଲିଆତି କରାଯାଇଛି-ସମରେନ୍ଦ୍ର   17-May-2024
  ରାଜନୀତି  
ସଇଁତଳାରେ ରାଜନୈତିକହିଂସା.. ବିଜେପିପ୍ରାର୍ଥିଙ୍କୁ ହତ୍ୟାଉଦ୍ୟମ,ସହଯୋଗୀଙ୍କୁ ଆକ୍ରମଣକରି ଅପହରଣ ୫ ଅଭିଯୁକ୍ତ ଗିରଫ,ଥାନାରେ ପାଲଟା ଅଭିଯୋଗ   17-May-2024

You Might Also Like