-+91-9937148622 |
prerana_bgr@rediffmail.com |
Saturday 18th May 2024 |
R.N.I. Regd No. ODIODI/2010/46693
Breaking News
02-May-2024
ନବରଙ୍ଗପୁର (ମିହିର ଶଙ୍କର ପାତ୍ର,) -ଡାବୁଗାଁ ବିଧାୟକ ମନହର ରନ୍ଧାରୀଙ୍କ ବାସ ଭାବନରେ ବିଜେଡିର କର୍ମୀ ସମ୍ମିଳନୀ ଶହ ମିଶ୍ରଣ ପର୍ବ ଅନୁଷ୍ଠିତ ହେଲା। ଏହି ଅବସରରେ ଡାବୁଗାଁ ଜନ ୧ ଜିଲ୍ଲାପରିଷଦ ସଭ୍ୟ ଧନସିଂ ଭତ୍ରା ଙ୍କ ପ୍ରଚେଷ୍ଟାରେ ତଥା ବିଧାୟକଙ୍କ ନେତୃତ୍ୱରେ ଏଵଂ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଭିନ୍ନ ଦୋଳ ଛାଡି ବିଜେଡିରେ ଯୋଗଦେଲେ ଘୋଡ଼ାଖୁଣ୍ଟା ଗ୍ରାମର 38ଜଣ କର୍ମି।ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଡାବୁଗାଁ ଲୋକପ୍ରିୟ ବିଧାୟକ ମନହର ରନ୍ଧାରୀଙ୍କ ନେତୃତ୍ୱରେ ଦଳକୁ ମଜବୁତ କରିବା ପାଈଁ ସମ୍ପୂର୍ଣ୍ଣ ଚେଷ୍ଟା ଚଳାଇଛି।