-+91-9937148622 |
prerana_bgr@rediffmail.com |
Saturday 18th May 2024 |
R.N.I. Regd No. ODIODI/2010/46693
Breaking News
09-Feb-2024
ବଲାଙ୍ଗୀର/ଲୋଇସିଂହା (ବିନୋଦ କୁମାର ଦୀପ )-ଆଜି ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ଖାଲିଆପାଲି ଗାଁରେ ଅଭାବନୀୟ ଘଟଣା ଘଟିଛି I ଅତି ନୃଶଂସ ଭାବେ ୬ମାସ ଶିଶୁ ପୁତ୍ରର ଗଳା କାଟିଦେଲେ ମାଁ I ବଲାଙ୍ଗୀର ଡାକ୍ତର ଖାନାରେ ଗୁରୁତର ଶିଶୁ ଙ୍କ ମୃତ୍ୟୁ ଘଟିଛି l ପିଶାଚିନୀ ମାଁ ର ନାମ ମୀନା ନାଗ ବୋଲି ଜଣାପଡିଛି l ଅଭିଯୁକ୍ତ ମାଆର ମାନସିକ ସ୍ଥିତି ଠିକ୍ ନଥିବା ପରିବାର ଲୋକେ କହିଛନ୍ତି I ଘଟଣା ସ୍ଥଳରେ ପୁଇଁତଳା ଥାନା ପୋଲିସର ତଦନ୍ତ ଜାରି ରଖିଛି I